ମହାନଦୀ କୁଲିଆ ସହରେ ବରଷ ବରଷ ଧରିକରି ଲାଗି ରହିଛେ ପାନି ସମସ୍ୟା। ପିଇବା ପାନି ଯୁଗେ ନାଇଁ ପାରବାର ସମ୍ବଲପୁର ପିଏଚଡି । ଆଜି, କାଲି କହିକରି ଗଡାଉଛେ ଦିନ୍ । ପାଏନ୍ ଲାଗି ହାହାକାର୍ ଦଲେଇପଡା ।ଏନ୍ତା ଚାଲିଛେ ରାଏଜ୍ ସରକାରଙ୍କର୍ ପାନୀୟ ଜଳ ଯୋଗାଣ।
#WaterProblem #Sambalpur #drinkingwater #Odisha #ArgusNews